Please contact us through the qtox tool Download qtox https://github.com/qTox/qTox/blob/master/README.md#qtox If you can't contact us, please contact some data recovery company(suggest taobao.com), may they can contact to us. Add our TOX ID and send an encrypted file and 'Sorry-ID' for testing decryption. Our TOX ID: 3D7889AEC00F2325E1A3FBC0ACA4E521670497F11E47FDE13EADE8FED3144B5EB56D6B198724 କେତେ ସମ୍ପତ୍ତିର ମାଲିକ ‘ଶକ୍ତିମାନ’? – DU Times Odisha

କେତେ ସମ୍ପତ୍ତିର ମାଲିକ ‘ଶକ୍ତିମାନ’?

‘ଶକ୍ତିମାନ’ ଭୂମିକାରେ ଅଭିନୟ କରିଥିବା ମୁକେଶ ଖାନ୍ନାଙ୍କ ସମ୍ପତ୍ତି କେତେ? ଆସନ୍ତୁ ଜାଣିବା…

ମୁକେଶ ଖାନ୍ନାଙ୍କୁ ବର୍ତ୍ତମାନ ୬୬ ବର୍ଷ ବୟସ । ତାଙ୍କର ଫିଲ୍ମ କ୍ୟାରିୟର ୪୦ ବର୍ଷରୁ ଅଧିକ ସମୟ ଧରି ଚାଲିଛି । ସେ ୧୯୮୧ ଚଳଚ୍ଚିତ୍ର ‘ରୁହି’ ସହ ବଲିଉଡରେ ପ୍ରବେଶ କରିଥିଲେ । ସେ ବି.ଆର ଚୋପ୍ରାଙ୍କ ‘ମହାଭାରତ’ରେ ଭୀଷ୍ମ ପିତାମହଙ୍କ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ସେ ‘ଶକ୍ତିମାନ’ରୁ ଲୋକପ୍ରିୟତା ପାଇଥିଲେ। ୧୯୯୭ ରୁ ୨୦୦୫ ପର୍ଯ୍ୟନ୍ତ ମୁକେଶ ଖାନ୍ନା ପ୍ରତ୍ୟେକ ଘରେ ଭାରତୀୟ ସୁପରହିଟ୍ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ।

Exit mobile version